ଅଙ୍ଗନୱାଡି କେନ୍ଦ୍ର ଖୋଲିଲା

ଭୁବନେଶ୍ୱର (କଳିଙ୍ଗ ରିପୋର୍ଟର): କୋଭିଡ କଟକଣା ଯୋଗୁଁ ରାଜ୍ୟରେ ଦୀର୍ଘ ୧୦ ମାସ ହେବ ବନ୍ଦ ଥିବା ଅଙ୍ଗନୱାଡି କେନ୍ଦ୍ର ଆଜି ଠାରୁ ଖୋଲିଛି। ଏଥିପାଇଁ କୁନି କୁନି ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ରାଜ୍ୟ ସରକାରଙ୍କ ଫେବୃଆରୀ ଗାଇଡ ଲାଇନ ଅନୁଯାୟୀ, ଅଙ୍ଗନୱାଡି କେନ୍ଦ୍ର ଗୁଡିକ ଖୋଲାଯାଇଛି। ଯଦି କୌଣସି ସ୍ଥାନରେ କରୋନା ସଂକ୍ରମଣ ଦେଖାଯାଏ , ସେଠାରେ ଜିଲ୍ଲାପାଳ ଅଥବା ସ୍ଥାନୀୟ କର୍ତ୍ତୁପକ୍ଷ କଣ୍ଟେନମେଣ୍ଟ ଜୋନ ଘୋଷଣା କରିପାରିବେ।

Leave A Reply

Your email address will not be published.