ଆଜି ବଜେଟ୍‌ 

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍‌ ଆଗତ କରିବେ। କେନ୍ଦ୍ର ସରକାରଙ୍କ ୨୦୨୧-୨୨ ବର୍ଷର ସାଧାରଣ ବଜେଟ୍ ସହ ରେଳ ବଜେଟ୍‌ ପୂର୍ବାହ୍ଣ ୧୧ରେ ସଂସଦରେ ଉପସ୍ଥାପନ କରିବେ। କରୋନା ପ୍ରଭାବିତ ଦେଶବାସୀଙ୍କୁ ଆର୍ଥିକ ଆଶ୍ବସ୍ତି ପ୍ରଦାନ ଓ ବିପର୍ଯ୍ୟସ୍ତ ଅର୍ଥନୀତିରେ ସୁଧାର ଆଣିବା ନିମନ୍ତେ ବଜେଟ୍‌ରେ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା ନେଇ ଆଶା ପ୍ରକାଶ କରାଯାଇଛି।

Leave A Reply

Your email address will not be published.