ଏପ୍ରିଲ ୧୧ରୁ ଆଇପିଏଲ୍‌ !

ନୂଆଦିଲ୍ଲୀ  : ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ଶ ସଂସ୍କରଣ ଭାରତରେ ଖେଳାଯିବ। ଏହାର ତାରିଖ ଔପଚାରିକ ଭାବେ ଘୋଷଣା କରା ଯାଇନଥିବା ବେଳେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ଯେ ୨୦୨୧ ବର୍ଷର ଆଇପିଏଲ୍‌ ଏପ୍ରିଲ ୧୧ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୫ କିମ୍ବା ୬ରେ ଉଦ୍‌ଯାପନ ହେବ।

Leave A Reply

Your email address will not be published.