୨୨ରେ ରାଜ୍ୟ ବଜେଟ୍‌

ଭୁବନେଶ୍ୱର (କଳିଙ୍ଗ ରିପୋର୍ଟର): ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆସନ୍ତା ୧୮ରୁ ଆରମ୍ଭ ହେବ। ଏହା ୨ଟି ପର୍ଯ୍ୟାୟରେ ମୋଟ ୩୧ଦିନ ବସିବ। ଏହି ସମୟ ମଧ୍ୟରେ ଫେବୃୟାରୀ ୨୨ରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.