ନାସାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଭାରତୀୟ ବଂଶୋଦ୍ଭବ ଭବ୍ୟାଙ୍କୁ ଦାୟିତ୍ୱ

ୱାଶିଂଟନ୍ : ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲ୍‌ ଦାୟିତ୍ବ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗୋଷ୍ଠୀରେ କାର୍ଯ୍ୟ କରିଆସିଥିବା ଭବ୍ୟା ବାଇଡେନ୍‌ଙ୍କ ଦ୍ୱାରା ଗଠିତ ନାସାର ସମୀକ୍ଷା ଦଳର ସଦସ୍ୟ ଅଛନ୍ତି। ସେ ବାଇଡେନ୍‌ ପ୍ରଶାସନ ଅନ୍ତର୍ଗତ ଏଜେନ୍ସିରେ ପରିବର୍ତ୍ତନ ସମ୍ୱନ୍ଧୀୟ କାର୍ଯ୍ୟର ଦେଖାଶୁଣା କରୁଛନ୍ତି। ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋକୋଜି (ଏମ୍‌ଆଇଟି)ରୁ ନ୍ୟୁକ୍ଲିୟର ଇଂଜିନିୟରିଂରେ ସ୍ନାତକ ହାସଲ କରିବା ପରେ ଜର୍ଜ ୱାଶିଂଟନ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ପଲିସି ଓ ସାଧାରଣ ପ୍ରଶାସନ ବିଷୟରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ଭବ୍ୟା ୨୦୦୫ରୁ ୨୦୨୦ ପର୍ଯ୍ୟନ୍ତ ପ୍ରତିରକ୍ଷା ବିଶ୍ଳେଷଣ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ନୀତି ପ୍ରତିଷ୍ଠାନର ଅନୁସନ୍ଧାନକାରୀ ଥିଲେ। ଇଞ୍ଜିନିୟରିଂ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ସେ ନାସାର ପ୍ରଖ୍ୟାତ ପ୍ରୋଗ୍ରାମ ଇନୋଭେଟିଭ୍ ଆଡଭାନ୍ସଡ୍ କନ୍ସେପ୍ଟସ୍ ପ୍ରୋଗ୍ରାମ ଏବଂ ନାସା ପରାମର୍ଶଦାତା ପରିଷଦର ଟେକ୍ନୋଲୋଜି, ଇନୋଭେସନ୍ ଏବଂ ଇଂଜିନିୟରିଂ ପରାମର୍ଶଦାତା କମିଟି ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

Delicate intercourse is about a couple joining through all five senses. We could learn to benefit from the touch, aroma, sound, and taste of sex, in the place of only the picture. There’s a famous account of Napoleon publishing residence to his partner, Josephine, “I. viagrasansordonnancefr.com To guys of earlier-generation, the natural scent of the lady was an intoxicating aphrodisiac that drove them outrageous with need.

Leave A Reply

Your email address will not be published.