ବାରବାଟୀ ଡେବ୍ୟୁରେ ନବଦୀପଙ୍କୁ ସଫଳତା

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ପ୍ରଥମ ଦିନିକିଆ ମ୍ୟାଚ ଖେଳୁଥିବା ନବଦୀପ ସାଇନି ୧୦ଓଭରରେ ୫୮ରନ ଦେଇ ଦୁଇଟି ୱିକେଟ ନେଇଥିଲେ। ତେବେ ତାଙ୍କ ବୋଲିଂ ବେଶ ପ୍ରଭାବଶାଳୀ ହୋଇଥିଲା l ଡେବ୍ୟୁ ମ୍ୟାଚରେ ବୋଲିଂକୁ ନେଇ ପ୍ରତିପକ୍ଷ ଅସୁବିଧା ସମ୍ମୁଖୀନ ହୋଇଥିଲେ l ସେହିଭଳି ଶ୍ରାଦୁଲ ଠାକୁର ୧୦ଓଭରରେ ୬୬ରନ ଦେଇ ମାତ୍ର ଗୋଟିଏ ୱିକେଟ ନେଇଥିବାବେଳେ ମହମ୍ମଦ ସାମି ୧୦ଓଭରରେ ୬୬ରନ ଗୋଟିଏ ୱିକେଟ, ରବିନ୍ଦ୍ର ଜାଡେଜା ୧୦ଓଭର ବୋଲିଂ କରି ୫୪ରନ ଦେଇ ଗୋଟିଏ ୱିକେଟ ନେଇଥିଲେ ଏବଂ ଚାଇନା ମ୍ୟାନ ବୋଲର ଆଜି କୌଣସି ୱିକେଟ ପାଇ ନଥିଲେ। ସେ ୧୦ଓଭରରେ ୬୭ରନ ଦେଇଥିଲେ।

Leave A Reply

Your email address will not be published.