ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କୋରୋନା

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କୋରୋନା ଆକ୍ରାନ୍ତ ହୋଇଛନ୍ତି । ସେ ନିଜେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଡାକ୍ତରୀ ପରାମର୍ଶ ନେବାକୁ ସୌମ୍ୟରଞ୍ଜନ ଅନୁରୋଧ କରିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ

୭.୫ କୋଟି ଟଙ୍କା ଦାନ କଲେ ବାଗଚୀ ଦମ୍ପତି

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ‘ମୋ ସ୍କୁଲ’ ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ଓ ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ କରିଛନ୍ତି । କୋଭିଡ୍‌-୧୯ ଦ୍ବାରା ପ୍ରଭାବିତ ପୁରୀ ଜିଲ୍ଲାର

ଗୋଟିଏ ଦିନରେ ୧୪ ମୃତ, ୧୫୨୮ ଆକ୍ରାନ୍ତ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୮୬କୁ ବୃଦ୍ଧି ପାଇଛି । ଏହି ୧୪ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ନୟାଗଡ ଜିଲ୍ଲାରୁ ୩ ଜଣ,

କୋଭିଡ ଯୋଦ୍ଧାଙ୍କ ପାଇଁ ଆଜି ସଂଧ୍ୟା ୬ଟାରେ ନୀରବ ପ୍ରାର୍ଥନା

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ଆଜି ଅର୍ଥାତ୍ ବୁଧବାର ସନ୍ଧ୍ୟାରେ କରୋନା ଯୋଦ୍ଧାଙ୍କ ନିମନ୍ତେ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା ନିମନ୍ତେ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ​‌ ଭାରତରେ ପ୍ରତି ଦିନ ପଚାଶ ହଜାରରୁ ଅଧିକ ନୂଆ ସଂକ୍ରମଣ ଦେଖା ଦେଇଛି। ବର୍ତ୍ତମାନ ଭାରତରେ

ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା

କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଆଜି  ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଗୁରୁଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି । କୁହାଯାଉଛି ଯେ ଶ୍ରୀ ପ୍ରଧାନଙ୍କର କିଛି କର୍ମଚାରୀ କୋବିଡ଼-୧୯ ରିପୋର୍ଟ

ପ୍ରଦୀପ ସିଂ ଆଇଏଏସ୍ ଟପ୍ପର୍

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ୨୦୧୯ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ପ୍ରଦୀପ ସିଂ ଟପ୍ପର ହୋଇଛନ୍ତି । ସମୁଦାୟ ୮୨୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶାର ଅଭିଷେକ ସରାଫ ଅଷ୍ଟମ ଏବଂ ସଞ୍ଜିତା ମହାପାତ୍ର ଦଶମ ସ୍ଥାନ ହାସଲ କରିଛନ୍ତି । ଦ୍ୱିତୀୟରେ ଯତୀନ କିଶୋର ଥିବା ବେଳେ

ଜିଲ୍ଲା ସଭାପତି ଦୌଡରେ ଲିଟୁ ମହାସୁପକାର

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ବିଜୁ ଜନତା ଦଳ (ବିଜେଡି) ଜିଲ୍ଲା ସଭାପତିକୁ ନେଇ ଦଳରେ ଅଙ୍କକଷା ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ଏହାକୁ ନେଇ ଲବି ଜୋରଦାର ଚାଲିଛି । ତେବେ ଇତି ମଧ୍ୟରେ ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇନଥିଲେ ମଧ୍ୟ ବିରଂଚି ନାରାୟଣ ମହାସୁପକାର

ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ

କରୋନାରେ ମୃତ ସାମ୍ବାଦିକଙ୍କୁ ସହାୟତା ଘୋଷଣା କଲେ ରାଜ୍ୟ ସରକାର । ପ୍ରତେକ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କାର ସହାୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଆଜି ସ୍ପଷ୍ଟ କରିଛନ୍ତି । ଗଞ୍ଜାମର ପ୍ରିୟଦର୍ଶନ ପଟ୍ଟନାୟକ ଓ କେ ରତ୍ନମ ଙ୍କର କରୋନାରେ ମୃତ୍ୟୁ ଘଟିଥିଲା । ଟ୍ୱିଟ କରି ଏ

୨୯ରେ ମାଟ୍ରିକ ରେଜଲ୍ଟ

ଚଳିତମାସ ୨୯ ତାରିଖରେ ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ । ବୋର୍ଡର ଦୁଇ ୱେବସାଇଟ ଓ ଏସଏମଏସ ଜରିଆରେ ରେଜଲ୍ଟ ପ୍ରକାଶ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ । ସେହିପରି ଅଗଷ୍ଟ ଦ୍ୱିତୀୟ ଓ ତୃତୀୟ ସପ୍ତାହରେ +୨ର କଳା ଓ ବାଣିଜ୍ୟର ରେଜଲ୍ଟ ପ୍ରକାଶ