Browsing Category

ବାଣିଜ୍ୟ

ପୂଜା ବଜାରରେ ଭିଭୋ ଭି-୧୭ ପ୍ରୋ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଭି-୧୭ ପ୍ରୋ ସ୍ମାର୍ଟଫୋନ ବଜାର ପ୍ରବେଶ କରାଯାଇଛି । ଏହା ଦ୍ୱାରା ଭି ସିରିଜ୍ ଉତ୍ପାଦରେ ବୃଦ୍ଧି ଘଟିଛି । ଭି-୧୭ ପ୍ରୋରେ ୮ଜିବି ରାମ୍ ଏବଂ ୧୨୮ ଜିବି ରମ୍ ରହିଛି। ଏଥିରେ ଡୁଆଲ୍ ପପ୍-ଅପ୍ ସେଲଫି
Read More...

ଏଟିଏମରୁ ଆଉ ବାହାରିବନି ୨୦୦୦ ଟଙ୍କିଆ ନୋଟ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଅଧିକାଂଶ ବ୍ୟାଙ୍କର ଏଟିଏମରୁ ୨୦୦୦ଟଙ୍କିଆ ନୋଟ ବାହାରୁଛି। କିନ୍ତୁ ଆଉ କିଛି ଦିନପରେ ବ୍ୟାଙ୍କର ଏଟିଏମରୁ ୨୦୦୦ ଟଙ୍କିଆ ନୋଟ ବାହାରିବ ନାହିଁ ବୋଲି କୁହାଯାଉଛି। ଏବେ ଧୀରେ ଧୀରେ ଏହି ୨୦୦୦ଟଙ୍କିଆ ନୋଟକୁ ବ୍ୟାଙ୍କ ଏଟିଏମରୁ କମ୍ କରିବାର ପ୍ରକ୍ରିୟା
Read More...

୧୪ରୁ ବଜେଟ୍‌ ପ୍ରସ୍ତୁତି, ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୈଠକ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆସନ୍ତା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି କାର୍ଯ୍ୟ ଆସନ୍ତା ୧୪ ତାରିଖରୁ ଆରମ୍ଭ କରିବେ। ଅର୍ଥନୀତିରେ ଏବେ ଦେଖାଦେଇଥିବା ମାନ୍ଦାବସ୍ଥା ସମେତ ରାଜସ୍ବ ଆଦାୟ ହ୍ରାସ ପାଉଥିବାରୁ ବଜେଟରେ ଏହି ଦୁଇଟି ଦିଗର ସୁଧାର ଉପରେ ସର୍ବାଧିକ ଗୁରୁତ୍ବ
Read More...

୪ ଦିନ ହେଲା କମୁଛି ତେଲ ଦର : ପେଟ୍ରୋଲ ୭୩, ଡି‌ଜେଲ ୭୨ ଟଙ୍କା ତଳକୁ ଖସିଲା

ନୂଆଦିଲ୍ଲୀ/ଭୁବନେଶ୍ବର : କ୍ରମାଗତଭାବେ ଗତ ୪ ଦିନ ହେଲା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର କମୁଛି। ସାଉଦି ଆରବର ବୃହତ୍ ତେଲ କମ୍ପାନି ସାଉଦି ଆରାମ୍‌କୋ ଉପରେ ଡ୍ରୋନ୍ ଆକ୍ରମଣ ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇଥିଲା। ଏହାର ପ୍ରଭାବ ପେଟ୍ରୋଲ ଏବଂ ଡିଜେଲର ଉପରେ
Read More...

ଡାକଘରେ ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନ୍‌ଏସ୍‌ସି)ରେ ମୋଦୀ ନିବେଶ କରିଛନ୍ତି ୫ ଲକ୍ଷ

ନୂଆଦିଲ୍ଲୀ : ବିଭିନ୍ନ ଅସ୍ଥାବର ସମ୍ପତ୍ତିରେ ନିବେଶ ପ୍ରସଙ୍ଗ ଆସିଲେ ମୋଦୀଙ୍କର ସେମିତି କିଛି ଦେଖାଇବାର ନାହିଁ। ତେବେ ମୋଦୀ ଡାକଘରେ ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନ୍‌ଏସ୍‌ସି)ରେ ସର୍ବାଧିକ ୫ ଲକ୍ଷ ୧୮,୨୩୫ ‌ଟଙ୍କା ରହିଛି ବୋଲି ଗତବର୍ଷ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀଙ୍କ
Read More...

ରିଜର୍ଭ ବ୍ୟାଙ୍କ ସର୍ଭେ : ଖାଉଟି ବିଶ୍ୱାସ ୬ ବର୍ଷରେ ସର୍ବନିମ୍ନ

ମୁମ୍ବାଇ : ଭାରତୀୟ ଅର୍ଥନୀତି ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏହି ସମୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଉପଭୋକ୍ତାଙ୍କ ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ଦେଶରେ ନିଯୁକ୍ତି, ଆୟ ଏବଂ ପରିବାର ଗୁଡ଼ିକର ବ୍ୟୟ ହ୍ରାସ ପାଉଥିବାବେଳେ
Read More...