Browsing Category

ଅପରାଧ

ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣାର ୫ମ ଅପରାଧୀ ବିକ୍ରମାଦିତ୍ୟ ଜେନା ଗିରଫ

ଭୁବନେଶ୍ୱର (କଳିଙ୍ଗ ରିପୋର୍ଟର):୨୦୦୮ରେ ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣାର ୫ମ ଅପରାଧୀ ବିକ୍ରମାଦିତ୍ୟ ଜେନା ଗିରଫ ହୋଇଛି। ପ୍ରେସ୍‌ମିଟ୍‌ରେ ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି, ୨୦୦୮ରେ ସଙ୍ଗୀତକାର ସୁମନ୍ତ ମହାନ୍ତି
Read More...

ମୁଣ୍ଡ ବିହୀନ ଶବର ରହସ୍ୟ ଖୋଲିଲା

ଭୁବନେଶ୍ୱର (କଳିଙ୍ଗ ରିପୋର୍ଟର): ମୁଣ୍ଡ ବିହୀନ ଶବର ରହସ୍ୟ ଖୋଲିଛି । ମୃତକ ଜଣକ ଧିରୀକୁଟୀ ବସ୍ତିରେ ରହୁଥିବା ପୁଷ୍ପଲତା ରାଉଳ (୨୮) ବୋଲି ସ୍ପଷ୍ଟ ହୋଇଛି । ବିବାହ ବିବାଦକୁ ନେଇ ତାଙ୍କୁ ତଂଟି ଚିପି ହତ୍ୟା ପରେ ମୁଣ୍ଡ କାଟ ହୋଇଥିବା ପୁଲିସ କହିଛନ୍ତି । ଏହି ଘଟଣାରେ ପୁଲିସ ମୁଖ୍ୟ
Read More...

ସୂଚନା ଦେଲେ ୫୦ ହଜାର : ଶବ ଚିହ୍ନଟ ଲାଗି ପୋଷ୍ଟର ଲାଗିଲା

ଭୁବନେଶ୍ୱର (କଳିଙ୍ଗ ରିପୋର୍ଟର): ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ପାଖରୁ ମିଳିଥିବା ମୁଣ୍ଡ ବିହୀନ ଶବ କାହାର, ପୁଲିସ ମୃତ ମହିଳାଙ୍କ ପରିଚୟ ଖୋଜୁଛି । ଏନେଇ ରାଜ୍ୟ ଓ ପଡୋଶୀର ବିଭିନ୍ନ ଥାନାକୁ ଅବଗତ କରିଛି । ଏଥିସହିତ ସହରର ବିଭିନ୍ନ ଅଂଚଳରେ ପୋଷ୍ଟର ଲଗାଇଛି । ଏଥିସହିତ ମହିଳା
Read More...

ଏଟିଏମରୁ ୪୨ ଲକ୍ଷ ଲୁଟ

ଭୁବନେଶ୍ୱର (କଳିଙ୍ଗ ରିପୋର୍ଟର): ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଦୁଇଟି ଏସବିଆଇ ଏଟିଏମରୁ ୪୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍‍ ହୋଇଛି। ପତ୍ରପୁରରେ ଥିବା ଏଟିଏମ୍‍ ରୁ ୧୯ ଲକ୍ଷ ୬୮ ହଜାର ୫୦୦ ଟଙ୍କା ଏବଂ ନିଆଳ ହାଟ ଏଟିଏମରୁ ୨୩ ଲକ୍ଷ ୧୪ ହଜାର ଟଙ୍କା ଲୁଟ୍‍
Read More...

ଝରାଫୁଲ ହତ୍ୟାକାଣ୍ଡ : ରାକେଶକୁ ମାରାଥନ ଜେରା

ଭୁବନେଶ୍ୱର (କଳିଙ୍ଗ ରିପୋର୍ଟର): ଝରାଫୁଲ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ପୋଲିସ ରିମାଣ୍ଡରେ ଆଣି ଦୀର୍ଘ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଥାନାଭିତରେ ମାରାଥନ ଜେରା କରିଛି। ପରେ ରାକେଶକୁ ଝରାଫୁଲର ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନକୁ ନିଆଯାଇ ଅନୁସନ୍ଧାନ
Read More...

ରାକେଶକୁ ୩ ଦିନିଆ ରିମଣ୍ଡ

ଭୁବନେଶ୍ୱର (କଳିଙ୍ଗ ରିପୋର୍ଟର): ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ରାକେଶକୁ ୫ ଦିନ ରିମାଣ୍ଡରେ ଆଣିବା ପାଇଁ କୁଆଖିଆ ପୁଲିସ ଆବେଦନ କରିଥିଲା। ଆଜି କୁଆଖିଆ ପୁଲିସର ଏହି ରିମାଣ୍ଡ ଆବେଦନର ଶୁଣାଣି କରି ଯାଜପୁର ଜିଲା କୋର୍ଟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୩ ଦିନିଆ
Read More...

ପିକ୍‌ଅପ୍ ଭ୍ୟାନ ଓଲଟି ୯ ମୃତ

ଭୁବନେଶ୍ୱର (କଳିଙ୍ଗ ରିପୋର୍ଟର): କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ କୋଟପାଡ଼ ଥାନା ମୂର୍ତାହାଣ୍ଡି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇ ଓଲଟି ପଡିବାରୁ ୯ଜଣଙ୍କର ମୃତ୍ୟୁ ଘଟିଛି । ୭ରୁ ଅଧିକ ଗୁରୁତର ଆହତ
Read More...

ରୁମ ନଂ ୨୦୧ ସିଲ

ଭୁବନେଶ୍ୱର (କଳିଙ୍ଗ ରିପୋର୍ଟର): ଝରାଫୁଲ ମୃତ୍ୟୁର ୩ ଦିନ ପରେ ସସ୍ନ୍ଲାଗି ରହିଛି । ମୃତ୍ୟୁ କାରଣକୁ ନେଇ ଯାଜପୁର ପୁଲିସ୍ ତଦନ୍ତ ଜାରି ରଖିଛି । ମୁଖ୍ୟ ଅଭିଯୁକ୍ତ ରାକେଶକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତା’ ସାଙ୍ଗ ଶେଖର ଏବେ ସୁଦ୍ଧା ଫେରାର ରହିଛି। ଅନ୍ୟପଟେ ଯାଜପୁର ପୁଲିସ୍ ଓ
Read More...

ଝରାଫୁଲ ମୃତ୍ଯୁ ଘଟଣା: ହତ୍ୟା ନା ଫୁଡ ପଏଜନିଂ

ଭୁବନେଶ୍ୱର (କଳିଙ୍ଗ ରିପୋର୍ଟର): ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ଯାଜପୁର କୂଆଖିଆ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକ ରାକେଶ ସ୍ୱାଇଁକୁ ଗିରଫ କରିଛି । ହେଲେ ରାକେଶ ପ୍ରେମିକାକୁ ହତ୍ୟା କରିବା ଘଟଣାକୁ ପୁଲିସ ଆଗରେ ଅସ୍ୱିକାର କରିଛି । ଯଦି ରାକେଶ
Read More...

ହତ୍ୟାକାରୀ ପ୍ରେମିିକ!

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ (ଆରଡି) ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ ଖୋଲିବାରେ ଲାଗିଛି । ନିଜେ ପ୍ରେମିକ ହିଁ ତାଙ୍କୁ ହତ୍ୟା କରି ସାନଭାଇର ସାଙ୍ଗ ସହିତ ସ୍କୁଟିରେ ନେଇ ଯାଜପୁରରେ ଫିଙ୍ଗି ଥିଲା । ହତ୍ୟାକାରୀ ପୁଲିସ ହାତରେ ଧରାପଡିବା ପରେ
Read More...