Browsing Category

ରାଜନୀତି

ଖୋଲିଲା ମାଣ୍ଡିଆ ମଣ୍ଡି

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ସ୍ୱାଧୀନତାର ୭୨ ବର୍ଷ ପରେ ପ୍ରଥମ “ମାଣ୍ଡିଆ ମଣ୍ଡି” ଶୁଭ ଉଦଘାଟନ ହୋଇଛି । କୃଷିମନ୍ତ୍ରୀ ଡ. ଅରୁଣ ସାହୁ ଏହାକୁ ଉଦଘାଟନ କରିଛନ୍ତି । ଏହି ମଣ୍ଡି ଖୋଲିବା ପରେ ଅଂଚଳବାସୀଙ୍କ ଆର୍ଥିକ ବିକାଶ ହେବା ସହ ମାଣ୍ଡିଆ
Read More...

ପାଇକ ବିଦ୍ରୋହ ସ୍ମାରକ ଶିଳାନ୍ୟାସ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହିତ ତାଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଶନିବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ସ୍ବାଗତ
Read More...

କାଳିଆ ଯୋଜନା ଚାଲୁ ରହିବ: ମନ୍ତ୍ରୀ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ରାଜ୍ୟରେ କାଳିଆ ଯୋଜନା ଚାଲୁ ରହିବ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ସ୍ପଷ୍ଟ କରିଛନ୍ତି । ପିଏମ କିଷାନ ସହ କାଳିଆ ଯୋଜନାର ମିଶ୍ରଣ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି। ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, କାଳିଆ ଲାଭ ଲୋକଙ୍କ ପାଖକୁ ଯିବ।
Read More...

ସାମ୍ବାଦିକଙ୍କ ସମସ୍ୟା ବୁଝିବେ ମାନସ ମଙ୍ଗରାଜ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ଦିନକୁ ଦିନ ରାଜ୍ୟରେ ସାମ୍ବାଦିକଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ତେଣୁ ସାମ୍ବାଦିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜଙ୍କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
Read More...

ମହୁମାଛି ପାଳନ କର୍ମସଂସ୍ଥାନ ଯୋଗାଇବ : ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ରାଜ୍ୟର ଜଳବାୟୁ, ପର‌୍ୟ୍ୟାପ୍ତ ଜଙ୍ଗଲ ସଂପଦ, ଉଦ୍ୟାନ ଓ କୃଷିଭିତ୍ତିକ ପରିବେଶ ମହୁମାଛି ପାଳନ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥିବାରୁ ଲୋକମାନଙ୍କୁ ମହୁମାଛି ପାଳନ ସଂପର୍କରେ ଆଗ୍ରହ ସୃଷ୍ଟି କରିବାକୁ ପଡ଼ିବ। ରାଜ୍ୟ ସରକାର କୃଷକମାନଙ୍କର ଆୟ ବହୁଗୁଣିତ
Read More...

କୃଷି କ୍ଷେତ୍ରକୁ ବ୍ୟାଙ୍କଗୁଡିକ ଋଣ ପ୍ରଦାନରେ ପ୍ରାଥମିକତା ଦେବା ଆବଶ୍ୟକ: ମନ୍ତ୍ରୀ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): କୃଷିର ଉନ୍ନତି ଓ କୃଷକମାନଙ୍କ ଆୟ ବୃଦ୍ଧି ନିମେନ୍ତେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଧିକରୁ ଅଧିକ ଋଣ ପ୍ରଦାନର ଆବଶ୍ୟକତା ରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ବ୍ୟାଙ୍କଗୁଡ଼ିକ
Read More...

ଆଜିଠାରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ଆଜିଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ସାଧାରଣ ନିର୍ବାଚନ ପରେ ଏହା ବିଧାନସଭାର ଦ୍ୱିତୀୟ ଅଧିବେଶନ ହେବ। ଚଳିତ ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ ଆଣିବାକୁ ଯାଉଛନ୍ତି। ଏହି ବଜେଟ ପ୍ରାୟ ୮୩୦୦ କୋଟି ଟଙ୍କା
Read More...

ଓଡିଆପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ଜାମ୍ମୁ-କାଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ

ଶ୍ରୀନଗର: ଓଡ଼ିଶା ଜନ୍ମିତ ଗୁଜରାଟ କ୍ୟାଡର ଆଇଏଏସ୍‌ ଗିରୀଶ ଚନ୍ଦ୍ର ମୁର୍ମୁ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଅର୍ଥମନ୍ତ୍ରଣାଳୟରେ ଏକ୍ସପେଣ୍ଡିଚର ସଚିବ ଦାୟିତ୍ୱରେ ଅଛନ୍ତି। ଓଡ଼ିଶାର ମୟୁରଭଞ୍ଜ ବେତନଟୀଠାରେ ଜନ୍ମିତ
Read More...

ଥାନା ବୁଲିଲେ ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ଶୁକ୍ରବାର ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଅଚାନକ ଲକ୍ଷ୍ମୀସାଗର ଥାନା ପରିଦର୍ଶନ କରିଥିଲେ । ଏହି ସମୟରେ ଥାନାର ପରିସ୍କାର, ପରିଚ୍ଛନତା ଓ କାର୍ଯ୍ୟ ଦେଖି ଖୁସି ପ୍ରକଟ କରିଥିଲେ । ଏଥିସହିତ ଲୋକେ
Read More...

ମନ୍ତ୍ରୀଙ୍କ ରେଳଯାତ୍ରା

ଭୁବନେଶ୍ୱର (କଳିଙ୍ଗ ରିପୋଟର): ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ନିଜ ସ୍ୱଭାକ ଓ କାର୍ଯ୍ୟଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଆଜି ସାଧାରଣ ଯାତ୍ରୀଟିଏ ଭଳି ଟ୍ରେନରେ ଯାତ୍ରା କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ନିଜର ଚାକଚକ୍ୟ ଓ ଆରାମ ଦାୟକ ଗାଡି ଛାଡି ମନ୍ତ୍ରୀ ରେଳଗାଡିରେ ନିଜ
Read More...