Browsing Category

ଖେଳ

ବାରବାଟୀ ଡେବ୍ୟୁରେ ନବଦୀପଙ୍କୁ ସଫଳତା

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ପ୍ରଥମ ଦିନିକିଆ ମ୍ୟାଚ ଖେଳୁଥିବା ନବଦୀପ ସାଇନି ୧୦ଓଭରରେ ୫୮ରନ ଦେଇ ଦୁଇଟି ୱିକେଟ ନେଇଥିଲେ। ତେବେ ତାଙ୍କ ବୋଲିଂ ବେଶ ପ୍ରଭାବଶାଳୀ ହୋଇଥିଲା l ଡେବ୍ୟୁ ମ୍ୟାଚରେ ବୋଲିଂକୁ ନେଇ ପ୍ରତିପକ୍ଷ ଅସୁବିଧା ସମ୍ମୁଖୀନ ହୋଇଥିଲେ l ସେହିଭଳି ଶ୍ରାଦୁଲ ଠାକୁର
Read More...

ଭାରତର ବାରବାଟୀ ବିଜୟ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): କଟକ ବାରବାଟୀ ଷ୍ଟାଡିୟମରେ ଖେଳା ଯାଇଥିବା ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ପରାସ୍ତ କରିଛି ଭାରତ। ଭାରତର ଅଧିନାୟକ ବିରାଟ କୋହଲି, ଦୁଇ ଓପନର କେ.ଏଲ ରାହୁଲ ଓ ରୋହିତ ଶର୍ମାଙ୍କ ଅର୍ଦ୍ଧ ଶତକ ବଳରେ ଭାରତ ଏହି ମ୍ୟାଚ ସହ ସିରିଜ ନିଜ ନାମରେ
Read More...

ଚେନ୍ନାଇ ବଦଲା ବିଶାଖାପାଟଣାରେ

ବିଶାଖାପାଟଣା : ବିଶାଖାପାଟଣାରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୧୦୭ ରନରେ ପରାସ୍ତ କରି ଚେନାଇର ବଦଲା ନେଇଛି। ବୋଲର କୁଳଦୀପ ଯାଦବଙ୍କ ହାଟ୍ରିକ ୱିକେଟ ବଳରେ ଭାରତ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିବାରେ ସକ୍ଷମ
Read More...

ଅଲିମ୍ପିକ କ୍ୱାଲିଫାୟର ହକି: ଭାରତକୁ ଟୋକିଓ ଟିକେଟ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଇତିହାସ ରଚିଛି ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ। ଏଠାରେ ଚାଲିଥିବା ଅଲିମ୍ପିକ କ୍ୱାଲିଫାୟର ମ୍ୟାଚରେ ଦମଦାର ବିଜୟ ସହ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ୨୦୨୦ ଟୋକିଓ ଟିକେଟ୍‌ ମିଳିଛି । ଶନିବାର ପ୍ରଥମ ମ୍ୟାଚ୍‌ରେ
Read More...

ଆଜି ଭାରତ-ବାଂଲାଦେଶ ପ୍ରଥମ T-20

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ପ୍ରଦୂଷଣ ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ ଆଜି ଖେଳାଯିବ। ବାୟୁ ପ୍ରଦୂଷଣ ଯୋଗୁଁ ଅନେକ କଟକଣା ଲାଗୁହୋଇଥିଲେ ମଧ୍ୟ ମ୍ୟାଚ୍‌ର ସମସ୍ତ ଟିକଟ ବିକ୍ରି ସରିଛି l ବାଂଲାଦେଶ ବିପକ୍ଷରେ ଭାରତର
Read More...

ହିଟମ୍ୟାନ ରୋହିତଙ୍କ ଦ୍ୱିଶତକ

ରାଞ୍ଚି : ଦିନିକିଆରେ ତିନୋଟି ଦ୍ୱିଶତକ ହାସଲ କରିଥିବା ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା ଆଜି ତାଙ୍କ କ୍ୟାରିୟରର ପ୍ରଥମ ଟେଷ୍ଟ୍ ଦ୍ୱିଶତକ ହାସଲ କରିଛନ୍ତି। ରାଞ୍ଚିରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ତାଙ୍କୁ ଏହି ସଫଳତା ମିଳିଛି l ଗତକାଲି ସେ ୧୧୭ ରନ୍
Read More...

କୋହଲିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ : ଲଗାତାର କ୍ରିକେଟ ଖେଳି ଆସୁଥିବାରୁ କୋହଲିଙ୍କୁ ବିଶ୍ରାମ ଦେବାପାଇଁ ଯୋଜନା ହେଉଥିବା ଜଣାପଡିଛି। ସୂଚନା ଅନୁସାରେ କେହାଲି ଦୀର୍ଘ ଦିନ ହେବ ଲଗାତାର ଭାବେ କ୍ରିକେଟ ଖେଳିଆସୁଛନ୍ତି। ତେଣୁ ତାଙ୍କ ଶରୀରକୁ ବିଶ୍ରାମର ଆବଶ୍ୟକତା ରହିଥିବାରୁ ତାଙ୍କୁ ପରବର୍ତ୍ତି ସିରିଜ ଅର୍ଥାତ
Read More...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ୍‌ ଆଜିଠୁ

ପୁନେ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ‌ ଟେଷ୍ଟ୍‌ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଗୁରୁବାରଠାରୁ ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ୍ ସଂଘ (ଏମ୍‌ସିଏ) ପଡ଼ିଆରେ ଖେଳାଯିବ। ବିଶାଖାପାଟଣାରେ ଖେଳା ଯାଇଥିବା‌ ପ୍ରଥମ ଟେଷ୍ଟ୍‌କୁ ୨୦୩ ରନ୍‌ର ବୃହତ୍
Read More...

ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନସିପ୍ ପଏଣ୍ଟ୍‌ ବ୍ୟବସ୍ଥାକୁ କୋହଲିଙ୍କ ବିରୋଧ

ପୁନେ : ପ୍ରଥମ ଥର ପାଇଁ ଖେଳା ଯାଉଥିବା ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ର ପଏଣ୍ଟ ବ୍ୟବସ୍ଥା ନେଇ ଭାରତୀୟ ଅଧିନାୟକ ବିରାଟ କୋହଲି ଆପତ୍ତି ଉଠାଇଛନ୍ତି। ବିଦେଶ ଗସ୍ତର ଗୋଟିଏ ବିଜୟ ପାଇଁ ଏହି ପ୍ରତିଯୋଗିତା ଅନ୍ତର୍ଗତ ମିଳୁଥିବା ପଏଣ୍ଟକୁ ଦ୍ବିଗୁଣିତ କରିବାକୁ ସେ ଯୁକ୍ତି ବାଢ଼ିଛନ୍ତି।
Read More...

ପ୍ରଥମ ମହିଳା ଦିନିକିଆ : ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍‌ରେ ହରାଇଲା ଭାରତ

ଭଦୋଦରା : ଦକ୍ଷିଣ ଆଫ୍ରିକା ମହିଳା ଦଳ ବିପକ୍ଷ ୬ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୧ରେ ଜିତି ନେଇଥିବା ଭାରତୀୟ ଦଳ ବୃହତ୍‌ ବିଜୟ ସହ ଦିନିକିଆ ଶୃଙ୍ଖଳା ଅଭିଯାନ ଆରମ୍ଭ କରିଛି। ବୁଧବାର ଏଠାରେ ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦିନିକିଆକୁ ଘରୋଇ ଭାରତ
Read More...