ଜାତୀୟ ଗଣମାଧ୍ୟମରେ ନବୀନଙ୍କୁ ପ୍ରଶଂସା

मंगलवार को ओडिशा के मुख्यमंत्री नवीन पटनायक ने सरकारी और प्राइवेट अस्पताल में काम करने वाले मेडिकल स्टाफ के लिए एक खास…

Posted by NDTV India on Tuesday, April 21, 2020

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ଓଡିଶା ମୁଖମନ୍ତ୍ରୀ ନବୀନ ପଟନାୟକ କରୋନାର ମୁକାବିଲା କିପରି କରୁଛନ୍ତି ତାହା ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି l ମଙ୍ଗଳ ବାର ଏନଡିଟିଭି ମୁଖ୍ୟ ରବିଶ କୁମାର ନବୀନଙ୍କୁ ପ୍ରଶଂସା କରିଛନ୍ତି l ଏହାର ଭିଡିଓ ଏଠାରେ ଦିଆଯାଇଛି l

Leave A Reply

Your email address will not be published.