Browsing Category

ଦେଶ ବିଦେଶ

ଜାତୀୟ ଗଣମାଧ୍ୟମରେ ନବୀନଙ୍କୁ ପ୍ରଶଂସା

https://www.facebook.com/22704527714/posts/10160100791817715/?sfnsn=wiwspwa&d=w&vh=e&extid=zmtVrPJ2qu6wKN7z&d=w&vh=e ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ଓଡିଶା ମୁଖମନ୍ତ୍ରୀ ନବୀନ ପଟନାୟକ କରୋନାର ମୁକାବିଲା କିପରି କରୁଛନ୍ତି ତାହା ଏବେ
Read More...

ଉତ୍ତର କୋରିଆ ତାନାଶାହ ଏବେ କେଉଁଠି ?

ନୂଆଦିଲ୍ଲୀ : ଉତ୍ତର କୋରିଆ ତାନାଶାହ କିମ ଜୋଙ୍ଗ ଉନଙ୍କ ଖବର କିଛି ବିଗିଡି ଥିବା ସନ୍ଦେହ ଘେରକୁ ଆସିଛି l ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଆନ୍ତର୍ଜାତିକ ଗଣାମାଧ୍ୟମଗୁଡିକରୁ ଭିନ୍ନ ଭିନ୍ନ ଖବର ଆସୁଥିବାର ଦେଖା ଯାଉଛି l ପ୍ରକୃତରେ ଅପରେସନ ପରେ ତାଙ୍କ ସ୍ୱାସ୍ଥ୍ୟ ଅଧିକରୁ ଅଧିକ
Read More...

୩ ଯାଏଁ ଲକଡାଉନ ବଢିଲା

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ସାରାଦେଶରେ ଲକଡାଉନକୁ ମେ’ ୩ଯାଏଁ ବୃଦ୍ଧି କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । କରୋନାକୁ ସମୂଳେ ବିନାଶ କରିବା ହେଲେ ଦେଶରେ ଏଭଳି ଲକଡାଉନର ଆବଶ୍ୟକତା ରହିଛି । ତେଣୁ ମହାମାରୀ କରୋନାକୁ ରୋକିବା ଲାଗି ଏଭଳି ନିଷ୍ପତି
Read More...

କରୋନାକୁ ହରାଇଲା ଦକ୍ଷିଣ କୋରିଆ

ସିଓଲ : କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଚୀନର ପଡ଼ୋଶୀ ଦେଶ ହେଉଛି ଦକ୍ଷିଣ କୋରିଆ। କରୋନା ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଉହାନ୍ ସହରଠାରୁ ଏହି ଦେଶ ମାତ୍ର ୧୩୮୨ କିଲୋମିଟର ଦୂରରେ ଅବସ୍ଥିତ। ଏହାସତ୍ତ୍ୱେ ମଧ୍ୟ କରୋନା କବଳରୁ ନିଜର ଲୋକମାନଙ୍କୁ ରକ୍ଷା କରିପାରିଛନ୍ତି
Read More...

୩ ସପ୍ତାହ ପର୍ଯ୍ୟନ୍ତ ସାରା ଦେଶ ଲକଡାଉନ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ମହାମାରୀ କରୋନା ମୁକାବିଲା ଲାଗି ଭାରତ ସରକାର କଠୋର ପଦକ୍ଷେପ ନେଇଛନ୍ତି । ସାରା ଦେଶକୁ ଲକଡାଉନ ବା ତାଲାବନ୍ଦ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ପୂର୍ବରୁ ଅନେକ ରାଜ୍ୟକୁ ଲକଡାଉନ ଘୋଷଣା କରାଯାଇଥିଲା । ଆସନ୍ତା ୩ ସପ୍ତାହ
Read More...

ନିର୍ଭୟା ରେପିଷ୍ଟଙ୍କୁ ଫାଶୀ

ନୂଆଦିଲ୍ଲୀ: ନିର୍ଭୟାଙ୍କୁ ବର୍ବୋରିଚିତ ଗଣଦୁଷ୍କର୍ମ କରିଥିବା ୪ ରାକ୍ଷସ ଅକ୍ଷୟ ସିଂହ, ମୁକେଶ, ପାୱନ ଗୁପ୍ତା ଏବଂ ବିନୟ ଶର୍ମା ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ଫାଶୀରେ ଝୁଲିବେ । ଦିଲ୍ଲୀର ପତିଆଲା ହାଉସ୍ କୋର୍ଟ ଆଜି ଏମାନଙ୍କର ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ଏଥିସହ ତିହାର ଜେଲ୍
Read More...

ଇରାନରେ ବିମାନ ଦୁର୍ଘଟଣାଗ୍ରସ୍ତ: ୧୮୦ ମୃତ

ତେହେରାନ : ଇରାନର ରାଜଧାନୀ ତେହରାନରେ ୟୁକ୍ରେନର ଏକ ଯାତ୍ରୀ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ୧୮୦ଜଣ ଯାତ୍ରୀ ଏଥିରେ ମୃତ୍ୟୁବରଣ କରିଛନ୍ତି । ବିମାନରେ ଯାନ୍ତ୍ରୀକ ତ୍ରୁଟି ଥିବା କାରଣରୁ ଦୁର୍ଘଟଣା ଘଟିଥିବା ଇରାନ ମିଡିଆରେ କୁହାଯାଇଛି । ବିମାନଟି ଇରାନ୍‌ର ରାଜଧାନୀ ତେହରାନ୍‌
Read More...

ପରଭେଜଙ୍କୁ ଫାଶୀ ଦଣ୍ଡାଦେଶ

ଇସ୍ଲାମଵାଦ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ଆର୍ମି ଚିଫ ପରଭେଜ ମୁସାରଫଙ୍କୁ ଦେଶଦ୍ରୋହ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ପାକିସ୍ତାନ ପେଶାୱାର କୋର୍ଟ । ଦେଶ ବିରୋଧରେ ଷଡ଼ଯନ୍ତ୍ର ମାମଲାରେ ପରଭେଜ ମୁସାରଫଙ୍କ ନାଁରେ ମଙ୍ଗଳବାର ଶୁଣାଣୀ ହୋଇଛି । ପାକିସ୍ତାନ ଲାହୋରସ୍ଥିତ
Read More...

ପାଇକ ବିଦ୍ରୋହ ସ୍ମାରକ ଶିଳାନ୍ୟାସ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହିତ ତାଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଶନିବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ସ୍ବାଗତ
Read More...

ଆଇଏସଆଇଏସ ମୁଖ୍ୟ ବାଗଦାଦି ସଫା

ଓ୍ୱାଶିଂଟନ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୁଖ୍ୟ ଅବୁ ବକର ଅଲ-ବାଗଦାଦି ନିହତ ହୋଇଛି । ଏକ ସୁଢଙ୍ଗ ଭିତରେ ଲୁଚିଥିବା ବେଳେ ଆମେରିକା ସେନାର ଆକ୍ରମଣରେ ପ୍ରାଣ ହରାଇଥିଲା । ଏହି ଆକ୍ରମଣରେ କୌଣସି ସେନା ମୃତାହତ ହୋଇନାହାନ୍ତି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା
Read More...