Browsing Category

ରାଜ୍ୟ

ଉଡ଼େଇ ଦେବି

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ବାବୁଙ୍କ ଦବଙ୍ଗଗିରି । ଲକଡାଉନ ନିୟମ ଭାଙ୍ଗିବାରୁ ସର୍ବସମ୍ମୁଖରେ ଦୁଇ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ‘ଉଡ଼େଇ ଦେବି କିଛି ଫରକ ପଡିବନି’ କହି ଧମକଚମକ ଦେଉଛନ୍ତି । ଘଟଣାଟି କମିଶନରେଟ ପୁଲିସର ବାଲିପାଟଣା ଥାନା ଅଧିନ ବନମାଳିପୁର ଫାଣ୍ଡି ଅଂଚଳରେ ଘଟିଛି
Read More...

ବାତ୍ୟା ଆଶଙ୍କା !

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ଫନି ଭଳି ଚଳିତବର୍ଷ ଏକ ଘୁର୍ଣ୍ଣିଝଡ଼ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଆକଳନ ଅନୁଯାୟୀ ଏହି ମାସ ଶେଷ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ କ୍ରମଶଃ ଘନିଭୁତ ହୋଇ ବାତ୍ୟାରେ ପରିଣତ ହୋଇପାରେ । ମେଡେନ୍ ଜୁଲିଆନ୍ ଓସିଲେସନ୍
Read More...

ଚିନ୍ତା ବଢ଼ାଉଛି ପଶ୍ଚିମବଙ୍ଗ ଲିଙ୍କ- ଭଦ୍ରକରେ ଆଉ ୪ ପଜିଟିଭ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ରାଜ୍ୟରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନେ ସମସ୍ତେ ଭଦ୍ରକ ଅଂଚଳର ଓ ତାଙ୍କର ବୟସ ୪୦, ୨୯, ୪୧ ୨୪ ବର୍ଷ, ସେମାନେ ସମସ୍ତେ ପୁରୁଷ । ସେ ନିକଟରେ କୋଲକାତାରୁ ଫେରିଥିଲେ । ସେ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାର ତଦନ୍ତ
Read More...

ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହେଲା

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଭଦ୍ରକ ଅଂଚଳର ଓ ତାଙ୍କର ବୟସ ୪୦ ବର୍ଷ । ସେ ନିକଟରେ କୋଲକାତାରୁ ଫେରିଥିଲେ । ସେ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାର ତଦନ୍ତ ଚାଲିଛି । ଏହାକୁ ମିଶାଇ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା
Read More...

ତିନି ଜିଲ୍ଲା ସଟଡାଉନ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି । ଗୁରୁବାର ରାତି ୧୦ଟାରୁ ୨୬ ତାରିଖରେ ରାତି ପର୍ଯ୍ୟନ୍ତ ଏହି ସଟଡାଉନ ବଳବତ୍ତର ରହିବ । ଏହି ସମୟରେ କେବଳ କେତେକ ନିର୍ଦ୍ଧିଷ୍ଟ ମେଡିସିନ ଷ୍ଟୋରକୁ ଛାଡିଲେ, ବାକି ସମସ୍ତ
Read More...

ଯାଜପୁରରେ ଆଉ ୪ ପଜିଟିଭ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ଆଜି ଆଉ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୪ ଆକ୍ରାନ୍ତମାନେ ସମସ୍ତେ ଯାଜପୁର ଅଂଚଳର ବୋଲି ଜଣାପଡିଛି । ଏହାକୁ ମିଶାଇ ଯାଜପୁରରେ ମୋଟ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟା, ଜଣେ ୪୮, ଜଣେ ୮୦ ବର୍ଷୀୟ
Read More...

ଓଡ଼ିଶାରେ ଆଉ ନୂଆ ୩ କରୋନା ପଜିଟିଭ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ଓଡ଼ିଶାକୁ ପୁଣି ଘାରିଲା କରୋନା ଚିନ୍ତା । ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍ ରେ ଏହି ସୂଚନା ଦିଆଯାଇଛି । ସେମାନେ ଭଦ୍ରକ ଅଂଚଳର ବୋଲି ଜଣାପଡ଼ିଛି । ଏବେ ରାଜ୍ୟରେ ମୋଟ୍ ୫୧ ଆକ୍ଟିଭ୍ କେସ୍ ରହିଛି
Read More...

ଜାତୀୟ ଗଣମାଧ୍ୟମରେ ନବୀନଙ୍କୁ ପ୍ରଶଂସା

https://www.facebook.com/22704527714/posts/10160100791817715/?sfnsn=wiwspwa&d=w&vh=e&extid=zmtVrPJ2qu6wKN7z&d=w&vh=e ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ଓଡିଶା ମୁଖମନ୍ତ୍ରୀ ନବୀନ ପଟନାୟକ କରୋନାର ମୁକାବିଲା କିପରି କରୁଛନ୍ତି ତାହା ଏବେ
Read More...

ଉତ୍ତର କୋରିଆ ତାନାଶାହ ଏବେ କେଉଁଠି ?

ନୂଆଦିଲ୍ଲୀ : ଉତ୍ତର କୋରିଆ ତାନାଶାହ କିମ ଜୋଙ୍ଗ ଉନଙ୍କ ଖବର କିଛି ବିଗିଡି ଥିବା ସନ୍ଦେହ ଘେରକୁ ଆସିଛି l ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଆନ୍ତର୍ଜାତିକ ଗଣାମାଧ୍ୟମଗୁଡିକରୁ ଭିନ୍ନ ଭିନ୍ନ ଖବର ଆସୁଥିବାର ଦେଖା ଯାଉଛି l ପ୍ରକୃତରେ ଅପରେସନ ପରେ ତାଙ୍କ ସ୍ୱାସ୍ଥ୍ୟ ଅଧିକରୁ ଅଧିକ
Read More...

ସୁସ୍ଥ ହେଲେ ଆଉ ୫ ଆକ୍ରାନ୍ତ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): କରୋନାକୁ ନେଇ ସମସ୍ତେ ଆତଙ୍କିତ ଥିବାବେଳେ ଆମ ରାଜ୍ୟ ପାଇଁ ଭଲ ଖବର। ରାଜ୍ୟର ୪ଜିଲ୍ଲା ଏବଂ ଭୁବନେଶ୍ୱରର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ କେନ୍ଦ୍ରାପଡା,
Read More...